ଦିଲ୍ଲୀରେ କୋଭିଡ୍‌-୧୯ ସଂକ୍ରମଣ ଦମନ ପାଇଁ ଅମିତ ଶାହାଙ୍କ ୧୨ସୂତ୍ରୀ ଯୋଜନା ଘୋଷଣା

ନୂଆଦିଲ୍ଲୀ: ଦିଲ୍ଲୀର କରୋନାଭାଇରସ୍‌ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ରବିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କେତେଗୁଡ଼ିଏ ପଦକ୍ଷେପ ଘୋଷଣା କରିଛନ୍ତି। ଜାତୀୟ ରାଜଧାନୀ ଅଞ୍ଚଳର ଅସୁକ୍ଷିତ ସ୍ଥାନରେ ‘ଆର୍‌ଟି-ପିସିଆର୍‌’ ପରୀକ୍ଷା ଦ୍ବିଗୁଣ କରିବା, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏବଂ ‘ଇଣ୍ଡିଆନ୍ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ’ ଟେଷ୍ଟିଙ୍ଗ୍‌ ଭ୍ୟାନ୍ ମୁତୟନ କରାଯିବା ଭଳି କେତେକ ପଦକ୍ଷେପ ଏଥିରେ ଅନ୍ତର୍ଭୁକ୍ତ। ଆଜି ଟୁଇଟ୍‌ କରି ଶାହା କହିଛନ୍ତି, ଦିଲ୍ଲୀରେ କୋଭିଡ୍‌-୧୯ … Continue reading ଦିଲ୍ଲୀରେ କୋଭିଡ୍‌-୧୯ ସଂକ୍ରମଣ ଦମନ ପାଇଁ ଅମିତ ଶାହାଙ୍କ ୧୨ସୂତ୍ରୀ ଯୋଜନା ଘୋଷଣା